Singha Rashifal

ସିଂହ ରାଶି

ବୃଥା ଭ୍ରମଣ କରିପାରନ୍ତି | ସୁଖ ସମ୍ମାନ ପାଇବେ | ଦିନ ସାରା ବ୍ୟସ୍ତ ରହିବେ | ମାନସିକ ଶାନ୍ତି ଭୋଗିବେ | କର୍ମ ଚଞ୍ଚଳ ହେବେ | ପରିସ୍ଥିତି ହେତୁ ସଂଯମ ହରାଇପାରନ୍ତି | ଭାତୃ ବିବାଦରେ ପଡିପାରନ୍ତି | ଗୃହ କାର୍ଯ୍ୟରେ ମନ ଦେବେ | ପରିବାରୀକ ଅଶାନ୍ତି ଦେଖା ଦେବ | ଭାବ ପ୍ରବଣତା ବଢିବ | ଆଘାତ ପାଇଁ ପାରନ୍ତି | ମାନସିକ ବ୍ୟସ୍ତତା ବଢିବ | କାର୍ଯ୍ୟ ଭାର ହେତୁ ବିବ୍ରତ ହେବେ | ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଦେଖାଦେବ |  ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ | କୁଟୁମ୍ବ ହେତୁକ ଅଶାନ୍ତି ବଢିବ | ବୃଥା କାର୍ଯ୍ୟ କରିପାରନ୍ତି | ବନ୍ଧୁ ସାହାଯ୍ୟ  ପାଇଁ ଚେଷ୍ଟାକରିବେ | କର୍ମରେ ଶାନ୍ତି ସୃଷ୍ଟି ହେବେ | ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ | ଚାକିରୀରେ ବଦଳିର ସୂଚନା ମିଳିବ | ମାନସିକ ଶାନ୍ତି ପାଇବେ |