Mithun Rashifal

ମିଥୁନ ରାଶି

ଗୋ -ମୋଷାଦିରେ ଉନ୍ନତି କରିବେ | ଅଳ୍ପ ରକ୍ଷା ପାଇଯିବେ | ଆକସ୍ମିତ ଦୁର୍ଘଟଣାରେ ପଡିପାରନ୍ତି | କର୍ମକ୍ଷତ୍ରରେ ଅବନ୍ନତି ଘଟିପାରେ | ପାରିବାରିକ ଶାନ୍ତି ଦେଖାଦେବ | ଗୁରୁଜନଙ୍କ ପାଇଁ କଷ୍ଟ ଭୋଗିବେ | ମାନସିକ ଅଶାନ୍ତି ପାଇବେ | ଲୋକ ପ୍ରିୟତା ବଢ଼ାଇବେ | ଅର୍ଥାଭାବ ଦୂରେଇ ଯିବେ | ଶତ୍ରୁ ସମୁଖୀନ ହେବେ | ଆକସ୍ମିକ ଭାବେ ଧାନ ଲାଭ ହେବ | ଦକ୍ଷତାକୁ ଉପଯୋଗ କରିବେ | ସ୍ୱାସ୍ଥ୍ୟ ଚିନ୍ତା ଜନକ ହେବ | ସନ୍ତାନ ସୁଖ ମିଳିବ | ବନ୍ଧୁ ସହାୟତା ହୋଇପାରେ | ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି | ପାରିବାରିକ ଶାନ୍ତି ଅନୁଭବ କରିବେ | ମନ ଦୁଃଖରେ ସମୟ କାଟିବେ | ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଆଗେଇବେ | ଵ୍ୟଵସ୍ୟରୁ ମାଧ୍ୟମ ଫଳ ମିଳିବ |