karkata Rashifal

କର୍କଟ ରାଶି

ବିପଦରୁ ଉଧୁରୀ ଯିବେ | ଗୁରୁଜନଙ୍କ ପାଇଁ ଚିନ୍ତା ବଢିବ | ଆର୍ଥିକ ଲାଭ ଘଟିପାରେ | କର୍ତ୍ତବ୍ୟ ନିଷ୍ଠା ହେବେ | ଅପ୍ରିୟ ପରିସ୍ଥିତିରେ ପଡିବେ | ମାନସିକ ଶାନ୍ତି ହରାଇବେ | ବନ୍ଧୁମାଳାରେ ଆନନ୍ଦିତ ହେବେ | କର୍ତ୍ତୃପକ୍ଷଙ୍କ ସାହାର୍ଯ୍ୟ ମିଳିବ | କାର୍ଯ୍ୟ ସଫଳ ହେବେ | ମନ ଭଲ ରହିବ | ପାରିବାରିକ ଜୀବନ ସୁଖରେ କଟିବ | ଆୟ ମାଧ୍ୟମ ହେବ | କର୍ମ କ୍ଷେତ୍ରରେ ସଫଳ ପାଇବେ | ଦୂର ଭ୍ରମଣ ଯୋଗ ରହିଛି | ବ୍ୟବସାୟରେ କ୍ଷତି ଘଟିବ | ଗୃହରୁ ଶାନ୍ତି ପାଇବେ | ଦିନ ସାରା ବ୍ୟସ୍ଥା ରହିବେ | ଷଡ଼ଯନ୍ତ୍ରର ଶିକାର ହେବେ | କର୍ମ ପାଇଁ ସମସ୍ୟା ବଢିବ | ଶାରୀରିକ ଆଘାତ ଘଟିପାରେ | କର୍ମ କ୍ଷ୍ୟେତ୍ରରେ ହାକିମଙ୍କ କୋପଦୃଷ୍ଟି ପଡି ପାରେ | ପଢାପଢିରେ ଆଗେଇବେ | ଆୟ ଖୁବ ଭଲ ରହିବ |