Kanya Rashifal

କନ୍ୟାରାଶି

ଭାତୃବିବାଦ ଉପୁଜିବ | ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ହେବେ | ଗୃହ କାର୍ଯ୍ୟରେ ଲାଗି ରହିବେ | ଅତିଥିଙ୍କ ପାଇଁ ବ୍ୟସ୍ତ ହେବେ | ଅପ୍ରିୟ ପରିସ୍ଥିତିରେ ପଡିବେ | ଦୂର ଦୃଷ୍ଟି ସଫଳ ହେବ | ବନ୍ଧୁମିଳନ ହେବ | ଧନାଦିରେ ତୃପ୍ତ ହେବେ | ମାନସିକ ବ୍ୟସ୍ତତା ଉପଲବ୍ଧି କରିବେ | ଲାଭର ସଦଭାବି ହେବେ | ଶତ୍ରୁଠାରୁ ଉପକାର ପାଇବେ | ଇଛାକରିଥିବା ସୁଯୋଗ ପାଇବେ | ମନରେ ଉଦବେଗ ବଢିବ | ବିବାହ ଆଦି ଉତ୍ସବରେ ଯୋଗ ଦେବେ | ପାରିବାରିକ ଆନନ୍ଦ ପାଇବେ | ଗୃହରେ ବିବାଦ ଲାଗିବ | ନିଜ ମନକୁ ସାନ୍ତ୍ୱନା ଦେବେ | ପରିଶ୍ରମର ବୃଥା ହେବ | କର୍ମକ୍ଷେତ୍ରରେ କାର୍ଯ୍ୟ ବିଳମ୍ବିତ ହେବ | ସବୁ କାମରେ ଆଗପଛ ହୋଇ ଦ୍ବନ୍ଦରେ ପଡି ଚିନ୍ତିତ ରହିବେ | ବିଦ୍ୟାରେ କ୍ଷତିଘଟିବ |