Dhanu Rashifal

ଧନୁ ରାଶି

ଦାୟିତ୍ୱରେ ପରିବର୍ତ୍ତନ ଘଟିବ | ଦେହ ସୁସ୍ଥ ରହିବ | ମାତ୍ର କର୍ମକ୍ଲାନ୍ତ ଅନୁଭବ କରିବେ | ମସ୍ତକରେ ପୀଡା ଅନୂଭବ କରିବେ | ବ୍ୟବସାୟରେ ଲାଭବାନ ହେବେ | ଅସୁସ୍ଥତା ପାଇଁ ବ୍ୟସ୍ଥ ହେବେ | ଆତ୍ମୀୟଙ୍କ ପାଇଁ ସମସ୍ୟା ବଢିପାରେ | ସ୍ୱାସ୍ଥ୍ୟ ପାଇଁ ଚିନ୍ତା ବଢିବ | କର୍ମରୁ ଆଗ୍ରହ ହରାଇବେ | ଦ୍ବନ୍ଦରେ ପଡି କାର୍ଯ୍ୟ କରିପାରନ୍ତି | ଖର୍ଚ ବଢ଼ିବାରୁ ବିଚଳିତ ହେବେ | ସବୁଦିଗରୁ ହତାଶ ହେବେ | ବିଭିନ୍ନ ସୂତ୍ରରୁ ଆୟାର ଯୋଗ ରହିଛି | କାର୍ଯ୍ୟରେ ଉନ୍ନତି ଦେଖାଦେବ | ସାମାନ୍ୟ ଅର୍ଥ ଲାଭ କରିପାରନ୍ତି | ବୃଥା ଅପବାଦ  ଭୋଗିପାରନ୍ତି | କାର୍ଯ୍ୟ ବିଫଳ ହୋଇପାରେ | ସରଳତାର  ସୁଯୋଗ ନେଇ ଶତ୍ରୁମାନେ ନିନ୍ଦା କରିବେ | ଚାଷରେ ଲାଭ ହୋଇପାରେ |