Brusha Rashifal

ବୃଷ ରାଶି

ମାନସିକ ଦୃଢ଼ତା ବଢିବ | ନୂତନ ଯୋଜନା କାର୍ଯ୍ୟକାରୀ ହୋଇପାରେ | ମନ ବଳ ଟାଣ ହୋଇପାରେ | ଆର୍ଥିକ ସମସ୍ୟାରେ ପଡିବେ | ନିଜ କାର୍ଯ୍ୟରେ ଆନନ୍ଦ ପାଇବେ | ଯାତ୍ରାଦିନେ ଖର୍ଚ ବଢିବ | ବିବାଦୀୟ ଘଟଣା ଜଟିଳ ହୋଇପାରେ | ଶତ୍ରୁ ଦ୍ଵାରା ଅପଦସ୍ଥ ହେବେ | କର୍ତ୍ତୁପକ୍ଷଙ୍କ ସହ ମତଭେଦ ଘଟିବ | ବିଶିଷ୍ଟ ଲୋକଙ୍କର ସହାୟତା ମିଳିବ | ମାନସିକ ଶାନ୍ତି ହରାଇବେ | କର୍ମ ସ୍ଥଳରେ ବିଳମ୍ବ ଯୋଗ ରହିଛି | ଦିନ ସାରା ବିବ୍ରତ ରହିବେ | କାର୍ଯ୍ୟରେ ବାଧା ସୃଷ୍ଟି ହେବ | ଶାରୀରିକ ବାଧା ଅନୁଭବ କରିବେ | ପାରିବାରିକ ଦ୍ଵନ୍ଦ ଉପୁଜିବ | କର୍ମରେ ବିବ୍ରତ ହେବେ | ଚାକିରୀରେ ନିଜ ସ୍ଥିତି ସମ୍ଭାଳିନେବେ |