Bichha Rashifal

ବିଛାରାଶି

ଭ୍ରମଣ|ଦିରେ ଶାନ୍ତି ପାଇବେ | ଆଶଙ୍କାରେ ଘାରି ହେବେ | ମାର୍ଗରେ ବିଘ୍ନ ଉପୁଜି ପାରେ | ମୂଲ୍ୟବାନ ଦ୍ରବ୍ୟପାଇପାରନ୍ତି | ବିଦେଶ ଯାତ୍ରା କରିବେ | ଅନ୍ୟପାଇଁ କାର୍ଯ୍ୟ କରିବେ | ଅସ୍ଥିରତା ବଢି ପାରେ | ବାଧ୍ୟହୋଇ ଅସତ କାର୍ଯ୍ୟ କରିବେ | ମାନସିକ ଚାପ ବୃଧିହେବ | ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ | ବନ୍ଧୁ ଦର୍ଶନ ମିଳିବ | ଗୃହ ସଜ୍ଜାରେ ବ୍ୟସ୍ତ ରହିବେ | ଶତୃବିରାଧରୁ ମୁକ୍ତି ପାଇବେ | ଅର୍ଥ ଉପରଜାମା ଅଧିକ ବଢିବ | ମାନସିକ ପ୍ରତିକ୍ରିୟା ବଢିବ | ମନ ଦୃଢ ରହିବ | ଭାତୃ ବିବାଦରେ ଅବସାନ ଘଟିବ | ଗୃହ କର୍ମରେ ବ୍ୟସ୍ତ ରହିବେ | ଭାତୃ ବର୍ଗରେ ଅପ୍ରିୟ ହେବେ | ଦାୟିତ୍ୱରେ ପରିବର୍ତ୍ତନ ଘଟିବ | ମନ ମଧ୍ୟରେ ଭୟ ଲାଗିରହିବ |